SCOPES Logo
SCIENCE FOR COMMON PEOPLE SOCIETY
Regn. No: 842/1820202400128 of 2024-2025

About SCOPES

The SCOPES, established during year 2024, is a registered non-profit making society with its registered office at SOA University premises. The idea of SCOPES dates back to a brainstorming at SOA University during the year 2020. The society has been formed to carry forward the movement “Science for Common People” through students as its primary drivers. This movement aims to promote scientific temperament amongst common people , which will enable them in understanding the science behind various real-world objects and phenomena. This will in turn empower the community to adapt with the planetary adversities in an enhanced manner in this era of climate change and increasing natural disasters. The society aims to unite academicians, researchers, planners, administrators, business managers, activists, media persons, students, common people, in fact all the stake holders of planet earth, in a single platform as members for working together. Encompassing all sciences including natural, physical, engineering, medical and social sciences, the ultimate goal is to bring science from “Lab to Land” ensuring service of the mankind. In this movement, the society has identified 08 focus themes:

  1. Weather, Climate and Climate Change
  2. Natural Hazard and Disaster Management
  3. Smart Agriculture and Food Security
  4. Energy and Water- Conservation and Management
  5. Environment, Pollution and Waste Management
  6. Smart Technology for Sustainable Development
  7. Public Health and Vector Borne Diseases
  8. Smart Society and Sustainable Development

ସ୍କୋପସ ହେଉଛି ୨୦୨୪ ବର୍ଷ ରେ ପ୍ରତିଷ୍ଠିତ ଏକ ସ୍ୱୀକୃତି ପ୍ରାପ୍ତ ସଂଗଠନ। ଏହାର ମୁଖ୍ୟ କାର୍ଜ୍ୟାଳୟ ସୋଆ ବିଶ୍ବବିଦ୍ୟାଳୟ ମଧ୍ୟରେ ଅବସ୍ଥିତ। “ଜନ ବିଜ୍ଞାନ” ହେଉଛି ଏକ ଆନ୍ଦୋଳନ, ଯାହାର ଉତ୍ପତି ୨୦୨୦ ମସିହା ରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ବ ବିଦ୍ୟାଳୟ ରେ ଅନୁଷ୍ଟିତ ଏକ ଅଲୋଚନ ଚକ୍ର ରେ ହୋଇଥିଲା। ଏହି ଆନ୍ଦୋଳନ କୁ ଆଗେଇ ନେବା ପାଇଁ ସ୍କୋପସ ସଂଗଠନ ର ସୃଷ୍ଟି। ଏହି ଆନ୍ଦୋଳନ ର ଲକ୍ଷ୍ୟ ହେଉଛି ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରାକୁ ଉଜ୍ଜୀବିତ କରିବା ଏବଂ ବିଜ୍ଞାନକୁ ସରଳ ଭାବରେ ସେମାନଙ୍କ ନିକଟରେ ପହଞ୍ଚାଇବା, ଯାହାଦ୍ଵାରା ବିଜ୍ଞାନ ପୂର୍ଣ୍ଣ ସାମର୍ଥ୍ୟରେ ମାନବଜାତିର ଉନ୍ନତି ପାଇଁ ସହାୟକ ହୋଇପାରିବ । ବିଶ୍ବ ତାପନ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଜୟ ର ଏହି ଯୁଗରେ, ଏହି ବିପ୍ଲବ ସାଧାରଣ ଲୋକଙ୍କ ବୈଜ୍ଞାନିକ ଚିନ୍ତାଧାରା ଏବଂ ବାସ୍ତବ ଦୁନିଆର ଘଟଣା ଗୁଡ଼ିକର ବୈଜ୍ଞାନିକ ଅନୁଶୀଳନକୁ ପ୍ରୋତ୍ସାହିତ କରିବ, ଯାହା ପରବର୍ତ୍ତୀ ସମୟରେ ଜଳବାୟୁ ଉପଯୋଗୀ ସମାଜ ଗଠନରେ ସହାୟକ ହେବ । ପ୍ରତିବଦଳରେ, ଏହା ପରିବେଶ ଅନୁକୂଳ “ସହନୀୟ ବିକାଶ”କୁ ନିଶ୍ଚିତ କରିବ । ଏହି ବିପ୍ଳବକୁ ଆଗେଇ ନେବାରେ ବିଭିନ୍ନ ସ୍ତରର ଛାତ୍ରଛାତ୍ରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିବେ । ଏହି ସଂଗଠନ ଏକ ବିଶେଷ ମଞ୍ଚରେ ବିଜ୍ଞାନର ବିଭିନ୍ନ ଶାଖା ଯଥା - ପ୍ରାକୃତିକ ବିଜ୍ଞାନ, ଭୌତିକ ବିଜ୍ଞାନ, ଚିକିତ୍ସା ବିଜ୍ଞାନ, ସାମାଜିକ ବିଜ୍ଞାନ, ଯାନ୍ତ୍ରିକବିଦ୍ୟା ତଥା ପ୍ରଯୁକ୍ତିବିଦ୍ୟା ଇତ୍ୟାଦିକୁ ପ୍ରତିନିଧିତ୍ୱ କରୁଥିବା ଶିକ୍ଷାବିତ, ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ, ଛାତ୍ରଛାତ୍ରୀମାନଙ୍କ ସହିତ ପ୍ରଶାସକ, ସାମ୍ବାଦିକ, ସ୍ବେଚ୍ଛାସେବୀ ଏବଂ ସର୍ବୋପରି ସାଧାରଣ ଲୋକଙ୍କୁ ଏକାଠି କରିବାକୁ ଲକ୍ଷ୍ୟ ରଖିଛି। ଏହାର ଅନ୍ତିମ ଲକ୍ଷ୍ୟ ହେଉଛି ବିଜ୍ଞାନ କୁ କେବଳ ପରୀକ୍ଷାଗାର ରେ ସୀମିତ ନ ରଖି ଲୋକମାନଙ୍କ ସେବାରେ ଲଗାଇବା। ସଂଗଠନର କାର୍ଯ୍ୟ ଗୁଡିକୁ ପ୍ରାଥମିକତା ଦେବା ପ୍ରୟାସରେ, ଯଦିଓ ସଂପୂର୍ଣ୍ଣ ନୁହେଁ, ତଥାପି ନିମ୍ନଲିଖିତ ମୁଖ୍ୟ ବିଷୟଗୁଡିକ ଚିହ୍ନଟ କରାଯାଇଛି ।

୧. ପାଣିପାଗ, ଜଳବାୟୁ ଏବଂ ଜଳବାୟୁ ପରିବର୍ତ୍ତନ
୨. ପ୍ରାକୃତିକ ବିପର୍ଯ୍ୟୟ ଏବଂ ବିପର୍ଯ୍ୟୟ ପରିଚାଳନା
୩. କୁଶଳ କୃଷି ଏବଂ ଖାଦ୍ୟ ସୁରକ୍ଷା
୪. ଶକ୍ତି ଏବଂ ଜଳ - ସଂରକ୍ଷଣ ଏବଂ ପରିଚାଳନା
୫. ପରିବେଶ, ପ୍ରଦୂଷଣ ଏବଂ ବର୍ଜ୍ୟବସ୍ତୁ ପରିଚାଳନା
୬. ସହନୀୟ ବିକାଶ ପାଇଁ କୁଶଳ ପ୍ରଯୁକ୍ତି ବିଦ୍ୟା
୭. ସାର୍ବଜନିକ ସ୍ୱାସ୍ଥ୍ୟ ଏବଂ ଭୂତାଣୁ ଜନିତ ରୋଗ
୮. କୁଶଳ ସମାଜ ଏବଂ ସହନୀୟ ବିକାଶ

Our Vision & Mission

Vision

Building an Environment Friendly, Climate Resilient and Sustainable Society/p>

ଦର୍ଶନ:

ଏକ ପରିବେଶ ଅନୁକୂଳ, ଜଳବାୟୁ ଉପଯୋଗୀ ଏବଂ ସହନୀୟ ସମାଜ ଗଠନ

Mission

Promotion of Scientific Temperament amongst Common People by Uniting Different Forms of Science and Integrating all Stakeholders of Planet Earth

ଲକ୍ଷ୍ୟ:

ଏକ ବିଶେଷ ମଞ୍ଚରେ ବିଜ୍ଞାନର ବିଭିନ୍ନ ଶାଖା ଏବଂ ପୃଥିବୀର ସମସ୍ତ ଧାରକ ମାନଙ୍କର ଏକତ୍ରିକରଣ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଏବଂ ଅନୁଶୀଳନକୁ ପ୍ରୋତ୍ସାହନ ଦେବା

Our Focus Themes

The society aims to unite academicians, researchers, planners, administrators, business managers, activists, media persons, students, common people, in fact all the stake holders of planet earth, in a single platform as members for working together.

Weather, Climate and Climate Change

Natural Hazard and Disaster Management

Smart Agriculture and Food Security

Energy and Water Conservation

Environment and Waste Management

Smart Technology for Sustainable Development

Public Health and Vector Borne Diseases

Smart Society and Sustainable Development

Our Activities

The immediate road map of the society, though not exhaustive, include the following initial activities encompassing the focus themes: